ଅର୍ଥ : ରାଜଙ୍କ ପତ୍ନୀ
ଉଦାହରଣ :
ରାଜା ଦଶରଥଙ୍କର ତିନି ରାଣୀ ଥିଲେ ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
ସମକକ୍ଷ : ବେଗମ୍, ମଲ୍ଲିକା, ମହିଷୀ, ରାଜପତ୍ନୀ, ରାଜ୍ଞୀ, ରାଣୀ
ଅନ୍ୟ ଭାଷାରେ ଅନୁବାଦ :
राजा की पत्नी।
राजा दशरथ की तीन रानियाँ थीं।