ଅର୍ଥ : ସିମେଇ ଭଳି କିନ୍ତୁ ତାଠାରୁ ମୋଟା ମଇଦାରେ ତିଆରି ଏକ ଖାଦ୍ୟ ପଦାର୍ଥ
ଉଦାହରଣ :
ଆଜିକାଲି ପିଲାମାନେ ଭାରି ଆଗ୍ରହରେ ନୁଡୁଲ୍ସ ଖାଉଛନ୍ତି
ସମକକ୍ଷ :
ନୁଡୁଲ୍
ଅନ୍ୟ ଭାଷାରେ ଅନୁବାଦ :
सेवई की तरह पर उससे मोटा मैदे का बना एक खाद्य पदार्थ।
बच्चे आजकल नूडल बड़े चाव से खाते हैं।
नूडल
A ribbonlike strip of pasta.
noodle