ଅର୍ଥ : ଗୋଟିଏ ଲତା
ଉଦାହରଣ :
ନୀଳକ୍ରାନ୍ତାରେ ବଡ଼ବଡ଼ ନୀଳ ରଙ୍ଗର ଫୁଲ ଫୁଟି ଥାଏ
ସମକକ୍ଷ : ନୀଳକ୍ରାନ୍ତା
ଅନ୍ୟ ଭାଷାରେ ଅନୁବାଦ :
एक लता।
नीलक्रांता पर बड़े-बड़े नीले रंग के फूल लगते हैं।Vine of tropical Asia having pinnate leaves and bright blue flowers with yellow centers.
blue pea, butterfly pea, clitoria turnatea