ଅର୍ଥ : ନିରାଶାବାଦକୁ ମାନୁଥିବା ବ୍ୟକ୍ତି
ଉଦାହରଣ :
ନୈରାଶ୍ୟବାଦୀମାନଙ୍କ ମନରେ ଦ୍ୱିଧା ଘର କରିଥାଏ
ସମକକ୍ଷ : ନୈରାଶ୍ୟବାଦୀ
ଅନ୍ୟ ଭାଷାରେ ଅନୁବାଦ :
A person who expects the worst.
pessimistଅର୍ଥ : ଯେ ଆଶା ବା ସଫଳତାରେ ବିଶ୍ୱାସ କରେ ନାହିଁ
ଉଦାହରଣ :
ନୈରାଶ୍ୟବାଦୀ ଭାବ ଆମ ଉନ୍ନତିରେ ବାଧା ସୃଷ୍ଟି କରେ
ସମକକ୍ଷ : ନୈରାଶ୍ୟବାଦୀ
ଅନ୍ୟ ଭାଷାରେ ଅନୁବାଦ :
जिसके मन में निराशा की धारणा जमी हो या जो आशा या सफलता पर विश्वास न करता हो।
निराशावादी भाव हमारी उन्नति में बाधक होते हैं।