ଅର୍ଥ : କୌଣସି ମାଙ୍ଗଳିକ, ସାମାଜିକ ଅନୁଷ୍ଠାନଆଦି ଅବସରରେ କାହାରିକୁ ନିମନ୍ତ୍ରିତ କରିବାପାଇଁ ପଠାଯାଉଥିବା ପତ୍ର
ଉଦାହରଣ :
ନିଜ ପିଉସୀପୁଅ ଭାଇର ବାହାଘର ନିମନ୍ତ୍ରଣ ପତ୍ର ପାଇ ଶ୍ୟାମର ଆନନ୍ଦର ସୀମା ରହିଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
किसी मांगलिक, सामाजिक अनुष्ठान आदि के अवसर पर किसी को निमंत्रित करने के लिए भेजा जाने वाला पत्र।
अपने फुफेरे भाई की शादी का निमंत्रण पत्र पाकर श्याम फूला नहीं समाया।