ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ନିଘଞ୍ଚ ବଣରେ ସୂର୍ଯ୍ୟ କିରଣ ମାଟିରେ ପଡ଼େନାହିଁ
ଉଦାହରଣ : ନିଘଞ୍ଚ ଅରଣ୍ୟରେ ଦିନରେ ବି ଅନ୍ଧାର ଭରି ରହିଥାଏ
ସମକକ୍ଷ : ଘଞ୍ଚ ଅରଣ୍ୟ, ଘଞ୍ଚ ଜଙ୍ଗଲ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह बहुत ही घना वन जिसमें सूर्य की किरणें जमीन तक न पहँचती हों।
ସଂସ୍ଥାପନ କରନ୍ତୁ