ଅର୍ଥ : ବେଶି ଭିତରକୁ ଯାଇଥିବା ନଳୀ ପରି ଛୋଟ ଘାଆ ଯେଉଁଥିରୁ ସବୁବେଳେ ପୁଜ ବାହାରୁଥାଏ
ଉଦାହରଣ :
ବହୁବର୍ଷ ଧରି ଔଷଧ ଖାଇବାରୁ ତା ନାଡ଼ିବ୍ରଣ ଶୁଖିଗଲା
ଅନ୍ୟ ଭାଷାରେ ଅନୁବାଦ :
दूर तक गया हुआ नली का-सा छोटा घाव जिससे बराबर मवाद निकलता रहता है।
कई सालों तक दवा कराने के बाद उसका नासूर ठीक हुआ।
नाड़ीव्रण,
नासूर