ଅର୍ଥ : କୌଣସି ସ୍ଥାନ, ଦେଶ ବା ରାଜ୍ୟର ନାଗରିକ ଭାବରେ ପ୍ରାପ୍ତ ସାମାଜିକ ସ୍ଥିତି ଓ ରାଜନୈତିକ ଅଧିକାର
ଉଦାହରଣ :
ଆମେ ନାଗରିକତାର ଉପଯୁକ୍ତ ବ୍ୟବହାର କରିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
किसी स्थान,देश,या राज्य के नागरिक होने पर प्राप्त होनेवाली सामाजिक स्थिति और राजनीतिक अधिकार।
हमे नागरिकता का सही उपयोग करना चाहिए।The position or status of being a citizen of a particular country.
Bharat does not allow dual citizenship.