ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନମାଜ ପଢ଼ୁଥିବା ବ୍ୟକ୍ତି
ଉଦାହରଣ : ନମାଜୀମାନେ ନମାଜ ପଢ଼ିବାପାଇଁ ମସ୍ଜିଦରେ ଏକାଠି ହେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
नमाज पढ़नेवाला व्यक्ति।
ଅର୍ଥ : ଯେଉଁ ବସ୍ତ୍ର ଉପରେ ବସି ନମାଜ ପଢ଼ାଯାଏ
ଉଦାହରଣ : ରହୀମ ଚାଚା ନମାଜ ପଢ଼ିବାପାଇଁ ନମାଜୀ ବିଛାଇଲେ
वह वस्त्र जिसपर बैठकर नमाज पढ़ी जाती है।
ସଂସ୍ଥାପନ କରନ୍ତୁ