ଅର୍ଥ : ଯେଉଁ ସ୍ଥାନରେ ନଦୀର ଧାରା ସମୁଦ୍ରରେ ମିଶେ
ଉଦାହରଣ :
ନଦୀମୁହାଣର ପାଣି ମଧୁର-ଲବଣ ମିଶ୍ରିତ
ଅନ୍ୟ ଭାଷାରେ ଅନୁବାଦ :
वह जगह जहाँ नदी की धारा समुद्र में मिलती है।
मुहाने का पानी खारा-मीठा होता है।
मुहाना
The point where a stream issues into a larger body of water.
New York is at the mouth of the Hudson.
mouth