ଅର୍ଥ : କୌଣସି ଛୋଟ ସହର ବା ସହରରେ ରହୁଥିବା ଲୋକ ଯେଉଁମାନଙ୍କ ସ୍ଥାନୀୟ ସ୍ୱଶାସନ ରହିଥାଏ
ଉଦାହରଣ :
ନଗରପାଳିକାଙ୍କ ସଭା ଚାଲୁଛି
ସମକକ୍ଷ : ନଗରପାଳିକା
ଅନ୍ୟ ଭାଷାରେ ଅନୁବାଦ :
* किसी कस्बे या शहर में रहनेवाले लोग जिनका स्थानीय स्वशासन हो।
नगरपालिका की संगोष्ठी चल रही है।People living in a town or city having local self-government.
municipality