ଅର୍ଥ : ଯେଉଁ ମାଳରେ ସତେଇଶଟି ମୋତି ଥାଏ
ଉଦାହରଣ :
ଜ୍ୟୋତିଷାଚାର୍ଯ୍ୟ ନକ୍ଷତ୍ରମାଳା ପିନ୍ଧିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
Jewelry consisting of a cord or chain (often bearing gems) worn about the neck as an ornament (especially by women).
necklace