ଅର୍ଥ : ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଥିବା ବା କରାଯାଇଥିବା ଜୀବସମୂହ,ବସ୍ତୁଆଦି
ଉଦାହରଣ :
ଭାଇରସରେ କଂପ୍ୟୁଟରର ସମସ୍ତ ପ୍ରୋଗ୍ରାମ୍ ଧ୍ବଂସ ହୋଇଗଲା
ସମକକ୍ଷ : ମୂଳପୋଛ
ଅନ୍ୟ ଭାଷାରେ ଅନୁବାଦ :
जीवों, वस्तुओं आदि का पूरी तरह से होने वाला या किया जाने वाला नाश।
कहा जाता है कि अगर तीसरा विश्वयुद्ध हुआ तो सबका सफाया निश्चित है।The termination of something by causing so much damage to it that it cannot be repaired or no longer exists.
destruction, devastation