ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବତୀପରି ହୋଇଥିବା କୌଣସି ଗୋଲାକାର ଲମ୍ବା ବସ୍ତୁ
ଉଦାହରଣ : ଫକୀର ଧୂପବତୀ ଜଳାଇ ମସଜିଦର ସାମ୍ନାରେ ବସିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी
बाती के तरह की कोई गोलाकार लम्बी चीज।
ଅର୍ଥ : ଧୂପ ଆଦି ସୁଗନ୍ଧିତ ଦ୍ରବ୍ୟରେ ତିଆରି ହୋଇଥିବା ବତୀ ଯାହାକୁ ଜଳାଇଲେ ସୁଗନ୍ଧିତ ଧୂଆଁ ବାହାରେ
ଉଦାହରଣ : ସେ ମନ୍ଦିରରେ ଧୂପବତୀ ଜଳାଇଲା
ସମକକ୍ଷ : ଧୂପ
ଅନ୍ୟ ଭାଷାରେ ଅନୁବାଦ :हिन्दी English
धूप आदि सुगंधित मसालों से बनी हुई वह बत्ती जिसे जलाने से सुगंधित धुआँ निकलता है।
A substance that produces a fragrant odor when burned.
ସଂସ୍ଥାପନ କରନ୍ତୁ