ଅର୍ଥ : ଯାହାଙ୍କର କୌଣସି ଧର୍ମ ସଂପର୍କରେ ଭଲ ଜ୍ଞାନ ଅଛି
ଉଦାହରଣ :
ମାଧବ ପଣ୍ଡିତେ ଜଣେ ପ୍ରସିଦ୍ଧ ଧର୍ମଶାସ୍ତ୍ରୀ
ସମକକ୍ଷ : ଧର୍ମଜ୍ଞାନୀ, ଧର୍ମବିଦ୍, ଧର୍ମଶାସ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
जिसे किसी धर्म का अच्छा ज्ञान हो।
पंडित माधवजी एक प्रसिद्ध धर्मज्ञानी हैं।