ଅର୍ଥ : ଧରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ରେଫରି ଖେଳାଳିଙ୍କୁ ନିୟମ ଭଙ୍ଗ କରିଥିବାରୁ ପ୍ୟାଭିଲିୟନର ରାସ୍ତା ଧରାଇଦେଲେ
ସମକକ୍ଷ : ଧାରଣ କରାଇବା
ଅନ୍ୟ ଭାଷାରେ ଅନୁବାଦ :
पकड़ने का काम किसी दूसरे से करवाना।
रेफ्री ने खिलाड़ी को अनुशासन भंग करने पर पैविलियन की राह पकड़वाई।