ଅର୍ଥ : ଯାହା ଚାଲୁଛି କିନ୍ତୁ ଭଲ ଅବସ୍ଥାରେ ନାହିଁ (ମୋଟର ଗାଡ଼ି)
ଉଦାହରଣ :
ଆପଣ ଏହି ଧତରା ଗାଡ଼ିକୁ ନେବା ପରିବର୍ତ୍ତେ କଣପାଇଁ ନୂଆ ଗାଡ଼ି କିଣୁନାହାଁନ୍ତି
ସମକକ୍ଷ :
ଧତରା
ଅନ୍ୟ ଭାଷାରେ ଅନୁବାଦ :
वह जो चलती तो हो पर अच्छी अवस्था में न हो (मोटर-गाड़ी)।
आप इस खटारा गाड़ी को लेने की बजाय क्यों नहीं नई गाड़ी खरीद लेते।
खटारा