ଅର୍ଥ : ଯାହା ଦ୍ରୁତ ଗତିରେ ସହାୟକ ବା ଦ୍ରୁତ ଗତି ପ୍ରଦାନକାରୀ
ଉଦାହରଣ :
ଶୀଘ୍ର ପହଞ୍ଚିବାପାଇଁ ଆମକୁ ଏକ ଦ୍ରୁତଗାମୀ ରାସ୍ତା ଦେଇ ଯିବାକୁ ହେବ
ସମକକ୍ଷ : ଦ୍ରୁତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶୀଘ୍ର ଚାଲିବାବାଲା
ଉଦାହରଣ :
ଏହା ଦିଲ୍ଲୀ ଯାଉଥିବା ଗୋଟିଏ ଦ୍ରୁତଗାମୀ ରେଳଗାଡ଼ି
ଅନ୍ୟ ଭାଷାରେ ଅନୁବାଦ :
Acting or moving or capable of acting or moving quickly.
Fast film.