ଅର୍ଥ : ନିଜଦ୍ୱାରା କରାଯାଇଥିବା ଅପରାଧକୁ ସ୍ୱୀକାର କରିବା
ଉଦାହରଣ :
ସେ ଚୋରୀ ଅପରାଧକୁ ସ୍ୱୀକାର କଲା
ସମକକ୍ଷ : ଅପରାଧ କବୁଲ କରିବା, ଅପରାଧକୁ ସ୍ୱୀକାର କରିବା
ଅନ୍ୟ ଭାଷାରେ ଅନୁବାଦ :
अपने द्वारा किये गये अपराध को मानना।
उसने चोरी का अपराध स्वीकार किया।