ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଉପକରଣରେ ଗୋଟିଏ ବସ୍ତୁ ଏଭଳି ଭାବେ ଲାଗିଥାଏ ଯାହା ଗୁରୁତ୍ବାକର୍ଷଣ ପ୍ରଭାବରେ ସ୍ବତନ୍ତ୍ର ଭାବେ ଝୁଲିପାରେ
ଉଦାହରଣ : କେତେକ ଘଣ୍ଟାରେ ଦୋଳକ ଲାଗିଥାଏ
ସମକକ୍ଷ : ପେଣ୍ଡୁଲମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक उपकरण जिसमें एक वस्तु इस प्रकार लगी होती है कि वह गुरुत्वाकर्षण के प्रभाव में स्वतंत्र रूप से झूल सके।
An apparatus consisting of an object mounted so that it swings freely under the influence of gravity.
ସଂସ୍ଥାପନ କରନ୍ତୁ