ଅର୍ଥ : ଦେଶରୁ ନିର୍ବାସିତ ବା ବାହାର କରାଯାଇଥିବା
ଉଦାହରଣ :
ଦେଶନିର୍ବାସିତ ଲୋକମାନେ ଦେଶର ବାହାରେ ହିଁ ନିଜର ଗୋଟିଏ ସଂଗଠନ ଗଠନ କରିଛନ୍ତି
ସମକକ୍ଷ : ଦେଶନିର୍ବାସିତ
ଅନ୍ୟ ଭାଷାରେ ଅନୁବାଦ :
देश से निर्वासित या निकाला हुआ।
देश-निकाले लोगों ने देश के बाहर ही अपना एक संगठन बना लिया है।