ଅର୍ଥ : ଦେବତାଙ୍କୁ ଅର୍ପଣ କରାଯାଇଥିବା ବା ଦେବତାଙ୍କ ନିମିତ୍ତ ଦିଆଯାଇଥିବା ବସ୍ତୁ
ଉଦାହରଣ :
ଏହି ମନ୍ଦିରରେ ସଂଧ୍ୟାସୁଦ୍ଧା ଅନେକ ଦେବଦତ୍ତ ବସ୍ତୁ ଏକତ୍ର ହୋଇଯାଏ
ସମକକ୍ଷ :
ଦେବଦତ୍ତ
ଅନ୍ୟ ଭାଷାରେ ଅନୁବାଦ :
देवता को अर्पित की गई या देवता के निमित्त दी गई वस्तु।
इस मंदिर में शाम तक बहुत सारा देवदत्त एकत्र हो जाता है।
देवदत्त