ଅର୍ଥ : ଯେଉଁ ଋଷିମାନେ ଦେବଶ୍ରେଣୀ ପାଇଛନ୍ତି ବା ଯେଉଁମାନଙ୍କୁ ଦେବତା ବୋଲି ବିଚାର କରାଯାଏ
ଉଦାହରଣ :
ନାରଦ, ଅତ୍ରି, ମରିଚି, ଭୃଗୁଆଦି ଦେବର୍ଷି
ସମକକ୍ଷ :
ଦେବର୍ଷି
ଅନ୍ୟ ଭାଷାରେ ଅନୁବାଦ :
वह ऋषि जिसे देवता का दर्जा प्राप्त हो या जिसे देवता माना जाता हो।
नारद,अत्रि,मरीचि,भृगु आदि देवर्षि हैं।
देव-ऋषि,
देवऋषि,
देवर्षि
A mentor in spiritual and philosophical topics who is renowned for profound wisdom.
sage