ଅର୍ଥ : ଦେଖିବାରେ ହେଉଥିବା ଭ୍ରମ ଯେଉଁଥିପାଇଁ ଏକ ବସ୍ତୁ ଅନ୍ୟକିଛି ଭଳି ଲାଗେ
ଉଦାହରଣ :
ରଜ୍ଜୁକୁ ଦେଖି ବେଳେବେଳେ ସର୍ପର ଦୃଷ୍ଟିଭ୍ରମ ହୁଏ
ସମକକ୍ଷ : ଦୃଷ୍ଟିବିଭ୍ରମ
ଅନ୍ୟ ଭାଷାରେ ଅନୁବାଦ :
देखने में होनेवाला भ्रम जिसमें जो वस्तु आदि है वह न लगकर कुछ और लगती है।
दृष्टिभ्रम के कारण वह रस्सी को साँप समझ बैठा।An optical phenomenon that results in a false or deceptive visual impression.
optical illusion