ଅର୍ଥ : ତାର, ବେତାର, ଫୋନ ଆଦିଦ୍ୱାରା ଦୂରସ୍ଥାନକୁ ଖବର ପଠେଇବା ବା ପାଇବାର ବ୍ୟବସ୍ଥା
ଉଦାହରଣ :
ଟେଲିଫୋନଦ୍ୱାରା ଗୋଟିଏ ସ୍ଥାନର ଖବର ବହୁତ ଶୀଘ୍ର ଦୂରବର୍ତ୍ତୀ ସ୍ଥାନକୁ ପଠାଯାଏ
ସମକକ୍ଷ : ଟେଲିଫୋନ
ଅନ୍ୟ ଭାଷାରେ ଅନୁବାଦ :
(often plural) systems used in transmitting messages over a distance electronically.
telecom, telecommunication