ଅର୍ଥ : ଧର୍ମର ବିପରୀତ କର୍ମ ବା ଯେଉଁ କର୍ମ ଧର୍ମ ଅନୁସାରେ ହୋଇନାହିଁ
ଉଦାହରଣ :
ଅଧର୍ମ କର୍ମରୁ ଦୂରେଇ ରୁହ
ସମକକ୍ଷ : ଅଧର୍ମ କର୍ମ, ପାପକର୍ମ, ପାପାଚାର
ଅର୍ଥ : ନୀତି ବିରୋଧ ହେଉଥିବା କାର୍ଯ୍ୟ
ଉଦାହରଣ :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ସମକକ୍ଷ : ଅକର୍ମ, ଅନୈତିକ କର୍ମ, ଅପକର୍ମ, ପାପକର୍ମ, ମନ୍ଦକର୍ମ
ଅନ୍ୟ ଭାଷାରେ ଅନୁବାଦ :