ଅର୍ଥ : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା
ଉଦାହରଣ :
ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
ସମକକ୍ଷ : ଅନାହର ମୃତ୍ୟୁ
ଅନ୍ୟ ଭାଷାରେ ଅନୁବାଦ :
A state of extreme hunger resulting from lack of essential nutrients over a prolonged period.
famishment, starvationଅର୍ଥ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
ଉଦାହରଣ :
ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
ସମକକ୍ଷ : ଅକାଳ
ଅନ୍ୟ ଭାଷାରେ ଅନୁବାଦ :