ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁମଚୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁମଚୀ   ବିଶେଷ୍ୟ

ଅର୍ଥ : ମନୁଷ୍ୟ ଏବଂ ଲାଞ୍ଜବିହୀନ ମାଙ୍କଡମାନଙ୍କର ମେରୁଦଣ୍ଡର ଏକଦମ ନୀଚରେ ଥିବା ହାଡ

ଉଦାହରଣ : ଦୁମଚୀ ମନୁଷ୍ୟର ଦୁଇ ନିତମ୍ବର ମଧ୍ୟରେ ମିଳେ


ଅନ୍ୟ ଭାଷାରେ ଅନୁବାଦ :

मनुष्य और पूँछविहीन कपियों के मेरुदंड में एकदम नीचे की हड्डी।

दुमची मनुष्य के दोनों नितंबों के बीच में पाई जाती है।
अनुत्रिक, दुमची

The end of the vertebral column in humans and tailless apes.

coccyx, tail bone

ଅର୍ଥ : ଘୋଡ଼ା ସାଜରେ ଲାଗିଥିବା ଯେଉଁ ଚମଡ଼ା ପଟି ତା ଲାଞ୍ଜ ତଳେ ଚାପି ହୋଇ ରହିଥାଏ

ଉଦାହରଣ : ଦୁମଚୀଯୋଗୁଁ କାଠି ଆଗକୁ ଖସିଯାଏ ନାହିଁ


ଅନ୍ୟ ଭାଷାରେ ଅନୁବାଦ :

घोड़े के साज में चमड़े का वह तस्मा जो उसकी दुम के नीचे दबा रहता है।

दुमची के कारण काठी आगे नहीं सरकती।
दुमची

A strap from the back of a saddle passing under the horse's tail. Prevents saddle from slipping forward.

crupper