ଅର୍ଥ : ଦୀପଦାନ ବା ଆଳତି ନିମନ୍ତେ ଜଳା ହେଉଥିବା ବତୀସମୂହ
ଉଦାହରଣ :
ଆଳତି କରିବା ସମୟରେ ପୂଜାରୀଙ୍କ ଗୋଟିଏ ହାତରେ ଦୀପମାଳା ଓ ଅନ୍ୟ ହାତରେ ଘଣ୍ଟି ଥିଲା
ଅନ୍ୟ ଭାଷାରେ ଅନୁବାଦ :
दीपदान या आरती के लिए जलाई हुई बत्तियों का समूह।
आरती करते समय पुजारीजी के एक हाथ में दीपमाला थी और दूसरे हाथ में घंटी।
दीपमाला