ଅର୍ଥ : ଆସାମର ଏକ ସହର
ଉଦାହରଣ :
ଦିବ୍ରୂଗଡ଼ରେ ଉଲ୍ଫା ଆତଙ୍କ ରହିଛି
ସମକକ୍ଷ : ଦିବ୍ରୂଗଡ଼ ସହର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆସାମର ଏକ ଜିଲ୍ଲା
ଉଦାହରଣ :
ଦିବ୍ରୂଗଡ଼ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଦିବ୍ରୂଗଡ଼ ସହରରେ ଅବସ୍ଥିତ
ସମକକ୍ଷ : ଦିବ୍ରୂଗଡ଼ ଜିଲ୍ଲା
ଅନ୍ୟ ଭାଷାରେ ଅନୁବାଦ :
भारत के असम राज्य का एक जिला।
डिब्रूगढ़ जिले का मुख्यालय डिब्रूगढ़ शहर में है।A region marked off for administrative or other purposes.
district, dominion, territorial dominion, territory