ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ପାତ୍ରରେ ଦାନ ଆକାରରେ ଟଙ୍କାପଇସା ରଖାଯାଏ ବା ପକାଯାଏ
ଉଦାହରଣ : ସେ ମନ୍ଦିର ହୁଣ୍ଡିରେ ଶହେ ଟଙ୍କା ପକାଇଲେ
ସମକକ୍ଷ : ଦାନପାତ୍ର, ହୁଣ୍ଡି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह पात्र या आधार जिसमें दान के पैसे रखे या डाले जाते हैं।
ଅର୍ଥ : ଲୁହା ବା କାଠ ବାକ୍ସ ଯାହା ସର୍ବସାଧାରଣ ସ୍ଥାନ ଆଦିରେ ଦାନ ପଇସା ପକାଇବାପାଇଁ ରଖାଯାଇଥାଏ
ଉଦାହରଣ : ସେ ଦାନପାତ୍ରରେ ଶହେ ଟଙ୍କା ପକେଇଲେ
लोहे या लकड़ी का वह बक्सा जो सार्वजनिक स्थानों आदि पर दान के पैसे डालने के लिए होता है।
ସଂସ୍ଥାପନ କରନ୍ତୁ