ଅର୍ଥ : ଲେଖା ଆଦି ଦ୍ବାରା ଆବଶ୍ୟକ ଅପେକ୍ଷାଗୁଡିକ ପୂରଣ କରିବା ବା ସୂଚନା ଅଙ୍କିତ କରିବା
ଉଦାହରଣ :
ଚାକିରି ପାଇଁ କେତେ ଜାଗାରେ ଆବେଦନ ପତ୍ର ଦାଖଲ କରୁଛି
ଅର୍ଥ : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
ଉଦାହରଣ :
ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
ସମକକ୍ଷ : ଗାଳି ପକାଇବା, ଦେଇଦେବା, ପଇଠ କରିବା, ପ୍ରଦାନ କରିବା, ସମର୍ପଣ କରିବା
ଅନ୍ୟ ଭାଷାରେ ଅନୁବାଦ :