ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ଦଶମ ତିଥି
ଉଦାହରଣ : ଆଶ୍ୱିନ ଶୁକ୍ଳ ଦଶମୀରେ ବିଜୟାଦଶମୀ ପର୍ବ ସମଗ୍ର ଭାରତରେ ଧୂମଧାମ୍ରେ ପାଳନ କରାଯାଏ
ସମକକ୍ଷ : ଦଶମୀ ତିଥି
ଅନ୍ୟ ଭାଷାରେ ଅନୁବାଦ :हिन्दी English
चान्द्र मास के किसी पक्ष की दसवीं तिथि।
An amount of time.
ଅର୍ଥ : ଯାହାର ଦଶଦିନ ହେଲା ପିଲା ଜନ୍ମ ହୋଇଛି(ଗାଈ)
ଉଦାହରଣ : ଦଶମୀ ଗାଈର ଦୁଧ ଧଳା ହୁଏ, ଏହାପୂର୍ବରୁ ତାହା ଅଳ୍ପ ହଳଦିଆ ରଙ୍ଗର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसको बच्चा दिए दस दिन हुए हों (गाय)।
ସଂସ୍ଥାପନ କରନ୍ତୁ