ଅର୍ଥ : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ମାଆ ଗୀତାଦ୍ୱାରା ମଟର ଦଳାଉଛନ୍ତି
ସମକକ୍ଷ : ଚକଟାଇବା, ଦଳନ କରାଇବା, ମର୍ଦ୍ଦନ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
ସମକକ୍ଷ : ଚକଟାଇବା, ମର୍ଦ୍ଦନକରାଇବା, ମଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :