ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦନ୍ତମଞ୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦନ୍ତମଞ୍ଜନ   ବିଶେଷ୍ୟ

ଅର୍ଥ : ଦାନ୍ତ ସଫାକରିବାପାଇଁ ଚୂର୍ଣ୍ଣ

ଉଦାହରଣ : ସେ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଦନ୍ତମଞ୍ଜନରେ ଦାନ୍ତ ସଫା କରନ୍ତି

ସମକକ୍ଷ : ଦାନ୍ତଘଷା ଚୂର୍ଣ୍ଣ


ଅନ୍ୟ ଭାଷାରେ ଅନୁବାଦ :

दांत साफ़ करने का चूर्ण या बुकनी।

वह प्रतिदिन सुबह-शाम दंत मंजन से दाँत साफ करता है।
टूथ पाउडर, टूथपाउडर, दंत-मंजन, दंतमंजन, दन्त-मंजन, दन्तमंजन, मंजन

A dentifrice in the form of a powder.

tooth powder, toothpowder