ଅର୍ଥ : ଯେଉଁ ସ୍ଥାନ ଉତ୍ତର ଅପେକ୍ଷା ଦକ୍ଷିଣ ଆଡକୁ ଅଧିକ ଢାଲୁ
ଉଦାହରଣ :
ଦକ୍ଷିଣ-ପ୍ରବଣ ଶ୍ରାଦ୍ଧ ଆଦି କରିବାପାଇଁ ଉପଯୁକ୍ତ ବୋଲି ଗ୍ରହଣ କରାଯାଏ
ସମକକ୍ଷ : ଦକ୍ଷିଣ-ପ୍ରବଣ
ଅନ୍ୟ ଭାଷାରେ ଅନୁବାଦ :
वह स्थान जो उत्तर की अपेक्षा दक्षिण की ओर अधिक ढलुआ हो।
दक्षिण-प्रवण श्राद्ध आदि करने के लिए उपयुक्त माना जाता है।