ଅର୍ଥ : ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ୱର- ଏହି ତିନି ଦେବତା
ଉଦାହରଣ :
ହିନ୍ଦୁ ଧର୍ମ ଅନୁସାରେ ତ୍ରିମୂର୍ତ୍ତି ବ୍ରହ୍ମଙ୍କ ସ୍ୱରୂପ
ସମକକ୍ଷ : ତ୍ରିଦେବ
ଅନ୍ୟ ଭାଷାରେ ଅନୁବାଦ :
ब्रह्मा, विष्णु और महेश - ये तीनों देवता।
हिन्दू धर्म के अनुसार त्रिमूर्ति ब्रह्म के ही रूप हैं।The triad of divinities of later Hinduism.
trimurtiଅର୍ଥ : ତିନି ବ୍ୟକ୍ତିଙ୍କର ସମାହାର
ଉଦାହରଣ :
ସକାଳୁ ସକାଳୁ ଏହି ତ୍ରିମୂର୍ତ୍ତି କେଉଁଆଡ଼େ ବାହାରିଲେ
ଅନ୍ୟ ଭାଷାରେ ଅନୁବାଦ :