ଅର୍ଥ : ଭାଲ ଭଳି ଏକ ପ୍ରାଚୀନ ଅସ୍ତ୍ର
ଉଦାହରଣ :
ମୁଁ ପ୍ରଥମ ଥରପାଇଁ ସଂଗ୍ରହାଳୟରେ ତୋମର ଦେଖିଲି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାର ମାତ୍ରା ଥିବା ଗୋଟିଏ ଛନ୍ଦ
ଉଦାହରଣ :
ତୋମର ଛନ୍ଦର ଶେଷରେ ଗୋଟିଏ ଗୁରୁ ଏବଂ ଗୋଟିଏ ଲଘୁ ଥାଏ
ସମକକ୍ଷ : ତୋମର ଛନ୍ଦ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜପୂତ କ୍ଷତ୍ରିୟମାନଙ୍କର ଏକ ପ୍ରାଚୀନ ରାଜବଂଶ
ଉଦାହରଣ :
ରାଜା ମାନସିଂହ ତୋମର ବଂଶର ଥିଲେ
ଅନ୍ୟ ଭାଷାରେ ଅନୁବାଦ :