ଅର୍ଥ : ଯେଉଁ ମଞ୍ଜିଗୁଡ଼ିକରୁ ତେଲ ବାହାରେ
ଉଦାହରଣ :
ସେ ତୈଳବୀଜ ପେଶିବାକୁ ଯାଇଛି ସୋରିଷ,ରାଶି ଆଦି ତୈଳବୀଜ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଛୋଟଗଛର ମଞ୍ଜିରୁ ତେଲ ବାହାରେ
ଉଦାହରଣ :
ଖେତରେ ଅଳସୀ, ସୋରିଷଆଦି ତୈଳବୀଜ ଲହରୀ ମାରୁଛି
ଅନ୍ୟ ଭାଷାରେ ଅନୁବାଦ :