ଅର୍ଥ : ମୋଟା ଲୁଗା, କାଗଜ ଆଦି ଉପରେ ତୈଳରଙ୍ଗ ସହାୟତାରେ ତିଆରି କରାଯାଇଥିବା ଚିତ୍ର
ଉଦାହରଣ :
ସରସ୍ୱତୀ ନିଜର ତୈଳଚିତ୍ରର ପ୍ରଦର୍ଶନୀ କରିଛି
ଅନ୍ୟ ଭାଷାରେ ଅନୁବାଦ :
मोटे कपड़े,काग़ज़ों आदि पर तेल लगे हुए रंगों की सहायता से बना हुआ चित्र।
सरस्वती ने अपने तैलचित्रों की प्रदर्शनी लगाई है।A picture painted with oil paints.
oil painting