ଅର୍ଥ : ଚାନ୍ଦ୍ର ମାସର କୌଣସି ପକ୍ଷର ତୃତୀୟ ତିଥି
ଉଦାହରଣ :
ଭାଦ୍ର ମାସ ଶୁକ୍ଳ ପକ୍ଷର ତୃତୀୟାରେ ସ୍ତ୍ରୀଲୋକମାନେ ବ୍ରତ କରନ୍ତି ଏବଂ ଏହି ବ୍ରତକୁ ହରିତାଳିକା କୁହାଯାଏ
ସମକକ୍ଷ : ତୃତୀୟା ତିଥି
ଅନ୍ୟ ଭାଷାରେ ଅନୁବାଦ :
An amount of time.
A time period of 30 years.