ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସବୁ ଦେବତାମାନଙ୍କଠାରୁ ଶ୍ରେଷ୍ଠ ଏବଂ ମୁକ୍ତିଦାତା ବୋଲି ବିଚାର କରାଯାଉଥିବା ଜୈନମାନଙ୍କର ଚବିଶ ଉପାସ୍ୟ ଦେବତା
ଉଦାହରଣ : ମହାବୀର ଜୈନମାନଙ୍କର ଶେଷ ତୀର୍ଥଙ୍କର ଥିଲେ
ସମକକ୍ଷ : ଜୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
जैनियों के चौबीस उपास्य देवता जो सब देवताओं से श्रेष्ठ और मुक्तिदाता माने जाते हैं।
ସଂସ୍ଥାପନ କରନ୍ତୁ