ଅର୍ଥ : ଭବବାଧା ଦୂରକରିବା
ଉଦାହରଣ :
ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ
ସମକକ୍ଷ : ଉଦ୍ଧାର କରିବା, ଉଦ୍ଧାରିବା, ତାରଣ କରିବା, ନିସ୍ତାର କରିବା, ମୁକ୍ତିଦେବା
ଅନ୍ୟ ଭାଷାରେ ଅନୁବାଦ :
भव बाधा दूर करना या भव बंधन से मुक्त रखना।
भगवान ही हम सबको तारेंगे।