ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶୋଇବା ଜାଗାରେ ମୁଣ୍ଡ ଆଡ଼କୁ ଥିବା ଭାଗ
ଉଦାହରଣ : ଏହି ଖଟରେ ମୋ ତକିଆ ଦବି ଯାଇଛି
ସମକକ୍ଷ : ମାଣ୍ଡି, ମୁଚୁଳା
ଅନ୍ୟ ଭାଷାରେ ଅନୁବାଦ :हिन्दी English
सोने की जगह पर सिर की ओर का भाग।
A vertical board or panel forming the head of a bedstead.
ଅର୍ଥ : ତୁଳାଆଦିରେ ଭର୍ତ୍ତି ହୋଇଥିବା ଥଳି ଯାହା ବିଶ୍ରାମ ବା ଶୋଇବା ସମୟରେ ମୁଣ୍ଡଆଦି ତଳେ ରଖାଯାଏ
ଉଦାହରଣ : ସେ ଖଟ ଉପରେ ଦୁଇଟି ତକିଆ ପକାଇ ଶୋଇଛି
ସମକକ୍ଷ : ଉପଧାନ, ବାଲିସ୍, ମାଣ୍ଡି
रुई आदि से भरा हुआ वह मुँहबंद थैला जो लेटने या सोने के समय सिर आदि के नीचे रखते हैं।
A cushion to support the head of a sleeping person.
ସଂସ୍ଥାପନ କରନ୍ତୁ