ଅର୍ଥ : ରକ୍ଷା ସମ୍ବନ୍ଧୀୟ ଅନୁସନ୍ଧାନ ଏବଂ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସଂସ୍ଥା
ଉଦାହରଣ :
ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନରେ ମୋହନ କାର୍ଯ୍ୟରତ
ସମକକ୍ଷ : ରକ୍ଷା ଅନୁସଂଧାନ ଏବଂ ବିକାଶ ସଂଗଠନ, ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ
ଅନ୍ୟ ଭାଷାରେ ଅନୁବାଦ :
भारत की एक संस्था जो रक्षा संबंधी अनुसंधान एवं विकास के लिए कार्य करती है तथा जिसका मुख्यालय नई दिल्ली में है।
मोहन रक्षा अनुसंधान एवं विकास संगठन में कार्यरत है।