ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାଉଁଶ ପାତିଆରୁ ତିଆରି ଟୋକେଇ
ଉଦାହରଣ : ଝୁଡ଼ିରେ ଫଳ ରଖା ଯାଏ
ସମକକ୍ଷ : ଝୁଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
बाँस की पट्टियों का बना टोकरा।
ଅର୍ଥ : ବାଉଁଶ ବା ମୁଞ୍ଜରେତିଆରି ହୋଇଥିବା ଅତି ଅଳ୍ପ ଗଭୀର ଡାଲା
ଉଦାହରଣ : ପିଲାଟି ଭୋଗେଇରେ ଥିବା ଚଣା ଖାଉଛି
ସମକକ୍ଷ : ଭୋଗେଇ
बाँस या मूँज की बनी हुई बहुत छोटी गहरी डलिया।
ଅର୍ଥ : ମୁଞ୍ଜଆଦିରେ ବୁଣା ହୋଇଥିବା ଏକ ପ୍ରକାରର ପାତ୍ର
ଉଦାହରଣ : ଡାଲାରେ ଫଳ ରଖା ଯାଇଛି
मूँज आदि से बिना हुआ एक प्रकार का पात्र।
ଅର୍ଥ : ଯାହାଉପରେ କିଛି ଜିନିଷ ରଖିକରି ଯେକୌଣସି ସ୍ଥାନକୁ ନେଇଯାଇହୁଏ
ଉଦାହରଣ : ଟ୍ରାକ୍ଟର ଡାଲାରେ ଜିନିଷ ରଖାଯାଉଛି
ସମକକ୍ଷ : କ୍ୟାରିଅର
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जिस पर या जिसमें कोई चीज रखकर कहीं ले जाई या पहुँचाई जाए।
A rack attached to a vehicle. For carrying luggage or skis or the like.
ଅର୍ଥ : ମୁଞ୍ଜ ଘାସରେ ତିଆରି କରାଯାଇଥିବା ଏକ ପ୍ରକାରର ଛୋଟ ଡାଲା
ଉଦାହରଣ : ଛୋଟ ପିଲାଟି ଡାଲାରେ ଧୂଳି ଭର୍ତ୍ତିକରୁଛି
ସମକକ୍ଷ : ଡାଲିଆ, ଭୋଗେଇ
मूँज आदि की बनी हुई एक प्रकार की छोटी डलिया।
ସଂସ୍ଥାପନ କରନ୍ତୁ