ଅର୍ଥ : କାଠର ଖଣ୍ଡରେ ତିଆରି କରାଯାଇଥିବା ଏକ ଖେଳ ଉପକରଣ ଯାହାର ମୁଣ୍ଡ ଗୋଜିଆ ଓ ପେଟ ମୋଟା
ଉଦାହରଣ :
ପିଲାଟି ବାଡ଼ିରେ ଡାବଳପୁଆକୁ ଏତେ ଯୋରରେ ପିଟିଲା ଯେ ତାହା ବହୁ ଦୂରରେ ଯାଇ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଖେଳ ଯେଉଁଥିରେ ପୁଆକୁ ବାଡ଼ିରେ ମରାଯାଏ
ଉଦାହରଣ :
ପିଲାମାନେ ପଡ଼ିଆରେ ଡାବଳପୁଆ ଖେଳୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
एक खेल जिसमें गुल्ली को डंडे से मारा जाता है।
बच्चे मैदान में गुल्ली-डंडा खेल रहे हैं।