ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାଦ୍ୟ ପଦାର୍ଥ ରଖିବାର ଏକ ପ୍ରକାର କଟରା
ଉଦାହରଣ : କଡ଼େଇର ତରକାରୀକୁ ଡଙ୍କିରେ ଓଲଟାଇ ଦିଅ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भोजन रखने का एक तरह का कटोरा।
A dish that is round and open at the top for serving foods.
ଅର୍ଥ : ରୋଷେଇ ତିଆରି କରିବା କାମରେ ଆସୁଥିବା ଚାମୁଚି ଭଳି ଗୋଟିଏ ବାସନ
ଉଦାହରଣ : ମାଆ ଡଙ୍କିରେ ଭାତ କାଢ଼ୁଥିଲେ
ସମକକ୍ଷ : କରଚୁଲି
ଅନ୍ୟ ଭାଷାରେ ଅନୁବାଦ :हिन्दी
रसोई बनाने के काम में आने वाला कलछे की तरह का एक बर्तन।
ଅର୍ଥ : ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି
ଉଦାହରଣ : ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି
ସମକକ୍ଷ : ଅଣକ, କରଚୁଲି
बड़ी डाँड़ी का चम्मच जिससे बटलोई आदि की दाल आदि चलाते या निकालते हैं।
ଅର୍ଥ : ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
ଉଦାହରଣ : ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
ସମକକ୍ଷ : କରଚୁଲି, ଡଙ୍କା
दाल आदि में से झाग निकालने की करछुल।
ସଂସ୍ଥାପନ କରନ୍ତୁ