ଅର୍ଥ : ଏଭଳି କିଛି କଥା ଯାହା ବସ୍ତୁତଃ କୌଣସି ବିଶେଷ ଅବସ୍ଥାରେ ହୋଇଛି
ଉଦାହରଣ :
ଏହି ଘଟଣାରେ ସମ୍ବନ୍ଧିତ ସମସ୍ତ ତଥ୍ୟର ଯାଞ୍ଚ କରାଯାଉଛି
ସମକକ୍ଷ : ଅସଲକାରଣ, ତଥ୍ୟ, ପ୍ରକୃତ ଘଟଣା
ଅନ୍ୟ ଭାଷାରେ ଅନୁବାଦ :
A piece of information about circumstances that exist or events that have occurred.
First you must collect all the facts of the case.