ଅର୍ଥ : ଅପାଠୁଆ ଲୋକେ ଦସ୍ତଖତ ବଦଳରେ ଆଙ୍ଗୁଠିରେ କାଳି ଆଦି ଲଗାଇ କୋଣସି କାଗଜ ଉପରେ ଚାପି ଯେଉଁ ଚିହ୍ନ ଲଗାଇଥାନ୍ତି
ଉଦାହରଣ :
ଅଭିଲେଖ ରକ୍ଷକ ଗୋଟିଏ ବହିରେ ମେକୁର ଟିପ ଲଗାଇଲେ
ସମକକ୍ଷ : ଟିପ ଚିହ୍ନ
ଅନ୍ୟ ଭାଷାରେ ଅନୁବାଦ :
Fingerprint made by the thumb (especially by the pad of the thumb).
thumbprint